କ୍ୱାଲିଟି, ବୁଝିବା ପାଇଁ ସହଜ ଭିଡ଼ିଓ | ପ୍ରକୃତ କାର୍ଯ୍ୟକାରୀ ଆସାଇନ୍ମେଣ୍ଟ | ସହ ସିକଷର୍ଥୀ ସହ ଭାବ ବିନିମୟ ଓ ସେଥିରୁ ସିକ୍ଷା
ମେଣ୍ଟରିଂ - ପ୍ରତିଷ୍ଠିତ ପେଶାଦାର ଫଟୋଗ୍ରାଫ୍ର୍ଙ୍କ ଦ୍ୱାରା ଲାଭ | ଏକ ଅନନ୍ୟ ଫଟୋଗ୍ରାଫର୍ ଗୋଷ୍ଠୀରେ ସଭ୍ୟ

ଫଟୋଗ୍ରାଫିରେ ସୃଜନଶୀଳ ହୁଅନ୍ତୁ

ଅନଲାଇନ୍ ଫଟୋଗ୍ରାଫି କୋର୍ସ ସହ

ଗୋଟିଏ ସୁନ୍ଦର ଇମେଜ୍ ପାଇବା ପାଇଁ କ'ଣ ଆବଶ୍ୟକ ଏକ ଦୁରଦୃଷ୍ଟି, କ୍ୟାମେରା ଓ ତତ୍ସଂଲଗ୍ନ ଯନ୍ତ୍ରପାତି ବିଷୟରେ ଜ୍ଞାନ, ଲାଇଟ୍ ଓ ତାର କ୍ୱାଲିଟ୍ିକୁ ଠିକ୍ ବୁଝିବା ଏବଂ ଏକ ଷ୍ଟୋରି ତିଆରିବାରେ କଲର୍ ଓ ଡ଼ିଜାଇନ୍ର ଭୂମିକା - ଏ ସବୁ ବିଷୟରେ ଯେତେ ଗଭୀର ଜ୍ଞାନ ରହିବ ଗୋଟିଏ ସୁନ୍ଦର ଇମେଜ୍ ତିଆରି କରିବା ସେତେ ସହଜ ହେବ । ଏଇ ଅନ୍ଲାଇନ୍ ଫଟୋଗ୍ରାଫି କୋର୍ସ ଏଇ ମୌଳିକ ଆବଶ୍ୟକତା ବିଷୟରେ ଅବଗତ କରାଇ ଆପଣଙ୍କ ପାଇଁ ଫଟୋଗ୍ରାଫିର ଏକ ସୁଦୃଢ଼ ମୂଳଦୁଆ ତିଆରି କରିପାରିବ, ଯାହା ଆପଣଙ୍କୁ ଏକ ଚମକ୍ରାର ଫଟୋ ଉତ୍ତୋଳନ କରିବାରେ ସାହାଯ୍ୟ କରିବ । ଆପଣଙ୍କର ଆଗ୍ରହ ଥିବା କ୍ଷେତ୍ରରେ ଯଥା ଟ୍ରାଭେଲ୍ ଫଟୋଗ୍ରାଫି, ମଣିଷ ବା ପୋଟ୍ରେଟ୍ ଫଟୋଗ୍ରାଫି ଷ୍ଟ୍ରିଟ୍ ଫଟୋଗ୍ରାଫି, ୱାଇଲ୍ଡ ଲାଇଫ୍ ଫୋଟୋଗ୍ରାଫି - ସବୁ ବିଭାଗରେ ଏହା ସହାୟକ ହେବ ।

୧୦
ଟି ସେସନ୍
୧୦
ସପ୍ତାହ
୧୦
ଟି ଭାଷା ।
10,000 + GST
ଫୀସ୍

ଆଉ ଜନନ୍ତ

ଆମର ମେଣ୍ଟର

ଡାଏରି ଅଫ୍ ଏ ଫଟଗ୍ରାଫର : ଇକ୍ବାଲ୍ ମହମ୍ମଦ

The hallmark of an artist is a deep engagement with his art, a continuous process of exploration and learning and a desire to share the fruits. In this video log Iqbal offers photography enthusiasts and professionals an intimate glimpse into his art, life and convictions through short videos, each encapsulating a particular idea, facet, technique or moment.

Read More

ଚିନ୍ତନ / ମତାମତ

ଖବର ଓ ଘଟଣାବଳୀ

LLA Online: Nurturing The Dreams Of Aspiring Photographers

When Iqbal Mohamed realized that he wanted to take great pictures and photography was his calling in life, he also realized that there was no formal educational institution in India where he could go and learn. He had to go to Brooks Institute, California, the USA to pursue his dream. Being amongst the first few to go abroad to study photography Iqbal was also the first to come back from Brooks and become one of India's leading names in the professional photography sector.
View All